ଚଳିତବର୍ଷ ପୁରୀ ରଥଯାତ୍ରା ସମୟରେ କିଛି ଘଟଣାବଳୀ

ଛେରାପହଁରା କଲେ ଗଜପତିପୁରୀ: ସ୍ନାନପୂର୍ଣ୍ଣିମା ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିନଥି‌ଲେ। ତେବେ ଆଜି ତିନି ରଥରେ ଗଜପତି ମହାରାଜା ଛେରା ପହଁରା କରିଛନ୍ତି। ଏଥର ମାନ୍ୟବର ସୁପ୍ରିମକୋର୍ଟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ଥିବାରୁ ‌ସେ ଛେରାପହଁରା କରିଛନ୍ତି। ମହାରାଜା କରୋନା କଟକଣା ମାନି ସମସ୍ତ କାର୍ଯ୍ୟ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ସହିତ ବଡ ପଟୁଆରେ ନ ଆସି ସର୍ବନିମ୍ନ … Continue reading ଚଳିତବର୍ଷ ପୁରୀ ରଥଯାତ୍ରା ସମୟରେ କିଛି ଘଟଣାବଳୀ